ସମୟ ଆଉ ସମ୍ପର୍କ
ସମୟ ଆଉ ସମ୍ପର୍କ ମୋତେ ଲାଗେ ଦୁନିଆ ଏହିଦୁଇ ଜିନିଷ ନେଇ ବଞ୍ଚିଛି ସମୟ ଠିକ ଥିଲେ ସମ୍ପର୍କରେ ଫାଟ ଆସେନି ଆଉ ସମୟ ଖରାପ ଥିଲେ ବୁଲିବାଲି ସବୁ ପଛରେ ପଡ଼ିଥାନ୍ତି କେବେ ଏ ସମୟ ଉପରେ ରାଗ ଆସେ ଆଉ ଡର ବି ଲାଗେ ଆଉ କେବେ ସମ୍ପର୍କକୁ ନେଇ ଡର ଲାଗେ ଆଉ ଭୟ ବି କେତେବେଳେ କିଏ କାହାକୁ କଣ କରିବେ ଜାଣିବା କଷ୍ଟ ହୋଉ ଠିକ ଅଛି ସମୟ କହିବ କିଏ କାହାର ମୁଁ ଭୁଲ ଥଲେ ସମୟ ମୋତେ ଦଣ୍ଡ ଦବ ଆଉ ଠିକ ଥିଲେ ମୋତେ ମୁକ୍ତି ମିଳିବ #mondaymotivation #Goodmorning



Comments
Post a Comment