ମୁଁ ଜାଣେ ମୁଁ କିଏ
ସବୁବେଳେ ଯୁକ୍ତାତ୍ମକ କଥା ଭାବୁଥିବା ମଣିଷ
ସବୁବେଳେ ମନଖୋଲି ସବୁ କହୁଥିବା ମଣିଷ
ମନରେ କିଛି ରଖୁନଥିବା ମଣିଷ
ସବୁବେଳେ ନୂଆ ଚିନ୍ତା କରୁଥିବା ମଣିଷ
ଯାହା ମୁଁ ତାହା ମୁଁ, ନା କାହାର ଖରାପ ଭାବେ
ନା କାହାର ଖରାପ ଚିନ୍ତା କରେ
ସବୁବେଳେ ଯାହା କରିହେବ ନାହିଁ ତା କରିପାରିବାର ଚିନ୍ତା
ଅନ୍ୟକୁ ସଠିକ ରାସ୍ତା ଦେଖେଇବାର ଚିନ୍ତା
ଘାତ ପ୍ରତିଘାତ ଆସିବ ଯିବ, କିନ୍ତୁ ମୁଁ ସେମିତି ରହିଥିବି
ଦୃଢ଼, ଆଉ ସଂକଳ୍ପବଦ୍ଧ
Comments
Post a Comment