ଦାଦା
ଆଜି ଝିଅଙ୍କ ପାଇଁ ଦିନଟିଏ । ମୋ ପାଇଁ ମୋ ଦୁଇ ଝିଅ ସବୁବେଳେ ଖାସ । ତାଙ୍କ ଦାଦା ଡାକ ଆଜିବି ମୋ କାର୍ଯ୍ୟ ବ୍ୟସ୍ତତାର ଔଷଧ । ସବୁଦିନ ସେମାନଙ୍କ ଜୀବନର ପ୍ରତିଟି ଦିନ ମୋତେ ଲାଗେ ମୁଁ ସେମାନଙ୍କ ଠାରୁ ପଛରେ ଅଛି । ରାତିର ନିଦ ନସିବା ଆଉ ଭୋକ ଥାଇ ବି ଖାଇ ନପାରିବା ବି ମୁଁ ଦେଖିଛି କିନ୍ତୁ ସେମାନଙ୍କ ଫଟୋକୁ ଦେଖିବାପରେ ତାଙ୍କଠୁ ଦୁରେଇ ରହିବାର କଷ୍ଟ ବି ଭୁଲି ହୋଇଯାଏ । ଆଜିବି ସେମାନଙ୍କ ଅଳି ଲାଗେ ମୁଁ ମୋ ଛୋଟ ବେଳକୁ ଫେରିଯିବି । ସମୟ ଆଜି ପରିବର୍ତ୍ତନ ହୋଇଛି । ସେ ଦୁଇ ଜଣ ଆଜି ମୋ ଠୁ ବହୁତ ଦୂରରେ ଅଛନ୍ତି । ଆଜି ଆଉ ସକାଳୁ ଉଠି ତାଙ୍କ ସହ ଦେଖା ହଉନି କି କଥା ବି ହଉନି, ବାସ ସପ୍ତାହ ରେ କେବେ କେମିତି ଫୋନ ରେ କଥା ଆଉ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ କିନ୍ତୁ ମୋ ପାଖରେ ଉତ୍ତର ନାହିଁ #happydaughtersday😘😘😇♥️ #Missyoupradhanfamily #missukhushireshma