ପଛରୁ ଛୁରୀ

କଣ ଲାଭ ପାଆନ୍ତି କେଜାଣି ପଛରୁ ଛୁରୀ ମାରି
ସାମ୍ନାରୁ କହିବାର ଯଦି ସାହାସ ନାହିଁ ତମେ କି ମଣିଷ
ତମେ କଣ ସେଟା ଜାଣିଛୁ, ଆଉ ଅଧିକ ଜାଣିବା ଦରକାର ନାହିଁ
ଆଜି ପଛରୁ ଗୋଡ଼ ଟାଣିବାକୁ ଚେଷ୍ଟା କରିଛ
ଦିନ ଆସିବ ସେ ଲୋକ ହି ତମ ଗୋଡ଼ ଟାଣିଦେଵ
ଏତେ ଗର୍ଵ କଣ ପାଇଁ ଯେ, କଣ ବଡ଼ ପଦରେ ଅଛ
ବଡ଼ ପଦରେ ଥିଲେ କଣ ହବ ମନ ତ ଛୋଟ
ହେ ଏଗୁଡା ପା ପାଦ ଚଟା ଚାକର 
ହାଡ଼ ଖଣ୍ଡେ ମିଳିବ ବୋଲି ଲାଞ୍ଜ ଜାକି ବସିଛ
ମନେ ରଖ ସମୟ ସମସ୍ତଙ୍କ ର ଆସେ 
ଆଜି ତମର ଆସିଛି କାଲି ମୋର ଆସିବ

Comments

Popular posts from this blog

ସମୟ ଆଉ ସମ୍ପର୍କ

ମୁଁ ଜାଣେ ମୁଁ କିଏ