ଫରକ୍ ପଡେନି...
ରାଗିବି କାହାଉପରେ ଯାହାକୁ ଦିନ କଥାଦେଇଥିଲି
ରାଗିବି କାହାଉପରେ ଯାହାକୁ ଆଦର୍ଶ ଭାବିଥିଲି
ରାଗିବି କାହାଉପରେ ଯାହାଠୁ କେବେ କିଛି ଆଶା ରଖିନଥିଲି
ଆଉ ରାଗିବି ବି କଣ ପାଇଁ ସେ ଯାହା କହିଲେ କେବେ ଭାବିନଥିଲି
ବୋଧେ ଏ ଦୁନିଆଟା ସେମିତି, ଦୁଃଖ ଦେଲାବେଳେ ଦେଖେନି
ସୁଖ ଦେଲାବେଳବି ଦେଖେନି, କଣ ତାର ଅଛି ନା ନାହିଁ
କିନ୍ତୁ ଏ ସ୍ୱାର୍ଥବାଦୀ ମଣିଷ ନିଜକୁ ସୁରକ୍ଷିତ ରାକିବାକୁ କଣ କରୁଛି
କେବେ ହସି ପଦେ କହୁଛି ଆଉ କେବେ ରାଗି ଗାଳି ଦେଉଛି
ମୁଁ ପଚାରୁଛି ସେ ଯାହା କହିଲେ କେବେ ବୁଝିଥିଲେ କଣ କହୁଛନ୍ତି
ଯୋଉ କଥା କେବେ ମୁଁ ସ୍ୱପ୍ନରେ ଭାବିନି ନିଦରୁ ଉଠି ଶୁଣୁଛି
ବୋଧେ କିଛି କମି ରହିଗଲା, ନା କାହା ନଜର ଲାଗିଗଲା
ଆଉ ରହିଲା ପରିବାର ଭବିଷ୍ୟତ କଥା
ମୁଁ ଆଉ ମୋ ପରିବାର କେବେ ବଦନାମ ହେବୁନାହିଁ
ଆଜି ମୋ ପରିବାର ମୋତେ ନେଇ ଗର୍ବ କରେ
ମୋ କାମ କୁ ନେଇ ମୁଁ ଖୁସି ସେମାନେ ଖୁସି
ଏତକି କହିବି ତମର ସ୍ନେହ ବଳ ଯୋଗାଉଥିଲା
ଆଜି ମନରେ ଏତେ ଘୃଣା ଅଛି କହିହେବନାହିଁ
ଏତକି କହୁଛି ଦୁନିଆ କଣ କହିଲା ଫରକ୍ ପଡେନି, ତମେମାନେ କଣ ଭାବ ସେଟା ଫରକ୍ ପଡେ । ଆଉ ଏତେ ଘୃଣା ଆସିଛି ଯେ ସେ ସମ୍ପର୍କ ଯୋଡିବା ତ ଦୂର କଥା ତା ବିଷୟରେ ଭାବିବାକୁ ଚାହୁଁନି ।
#Sundaymotivation
@ରବିବାରରଆତ୍ମସମୀକ୍ଷା
Comments
Post a Comment