ଘୃଣା...

ରାଗ, ଘୃଣା କେମିତି କରିବି ଆଉ କେତେ କରିବି
ଏ ମଣିଷର କେଉଭଳି ପ୍ରକୃତି, ଦୁଃଖ ତ ଦେଲା
ଆଜି ପୁଣି କାହିଁକି ପଛକୁ ଫେରୁଛି ଆଉ ପଚାରୁଛି
କେତେ କଷ୍ଟରେ ମୁଁ ଅଛି ଦେଖି ବୋଧେ ଖୁସି ଅଛି
ଧିକ ତା ମଣିଷ ପଣିଆ, ଧିକ ତା ଭଲପାଇବା
ଗୋଟେ ମୁହୂର୍ତ୍ତରେ ସବୁ ଉଜାଡ଼ି ଆଜି ପଚାରିଛି
କେମିତି ଅଛ, ଭଲ ଅଛ । କାହିଁକି ଏ ଅଭିନୟ
ଆଜି ଲୋକ ମୋତେ ପଚାରୁଛନ୍ତି କଣ ପାଇଁ
ବୁଝିବା ଲୋକ ତ ବୁଝିପାରିଲାନୀ ଆଉ ତମେ
ହୋଉ ଏ ଦୁନିଆ ତ ଏମିତି ଆଉ ଭଲା ତମେ
#mondaymotivation
#ଶୁଭସକାଳ

Comments