ହଁ ମୁଁ ଆଗକୁ ଯିବି
ହଁ ମୁଁ ଆଗକୁ ଯିବି
କିଏ ରୋକିବ ରୋକ
ବାଧା ଦେବାକୁ ହଜାରେ ଥାନ୍ତି
ସାଥିରେ ଛିଡା ହେବାକୁ ସମସ୍ତେ ଡରନ୍ତି
କିନ୍ତୁ ଥରେ ସାଥିରେ ଛିଡା ହୋଇ ଦେଖ
ବାଧା ଦେବାଠୁ ଅଧିକ ଖୁସି ମିଳେ
ହଁ ତମେମାନେ ବାଧା ଦେଇ ଖୁସି ହୁଅ
ମୋର କର୍ତ୍ତବ୍ୟ ମୁଁ କରିବି, ଆଗକୁ ଯିବି
ସାଥ ଦେବା ଲୋକଙ୍କୁ ହୃଦୟରୁ ଧନ୍ୟବାଦ
ସହିପାରୁନଥିବା ଲୋକଙ୍କୁ ଦୂରରୁ ନମସ୍କାର
Comments
Post a Comment