ମୋର ଭୁଲ କଣ ?
ମୋର ଭୁଲ ହେଲା ଅଧିକ ଭାବିବା
ମୋର ଭୁଲ ହେଲା ଅଧିକ ସ୍ନେହ ଦେବା
ମୋର ଭୁଲ ହେଲା ଅଭିମାନ କରିବା
ମୋର ଭୁଲ ହେଲା ସମସ୍ତଙ୍କୁ କହିବା
ଏତ କିଛି ସାମାନ୍ୟ ଭୁଲ ଆହୁରି ବଡ଼ ଭୁଲ କରିଛି
କ୍ଷମା ମିଳବ କି ନାହିଁ ଜାଣିନି
ଆଉ କେହି କ୍ଷମା ଦେବେକି ନାହିଁ ବି ଜାଣିନି
ଭାରି ଅବିବେକି ଦୁନିଆଟା
ଗୋଟେ ଭୁଲ ପାଇଁ ହଜାରେ ଭଲକୁ ଭୁଲି ଗଲା
କାହା ଆଗରେ କହିପାରୁନି ବୋଲି ଭାବନି
ମୋର ଭୁଲ ଯେ, ମୁଁ କାହାକୁ ବିଶ୍ୱାସ କରିପାରୁନି
Comments
Post a Comment