ଥକି ପଡିଲିଣି Get link Facebook X Pinterest Email Other Apps - September 11, 2020 ଆଉ କାହାସହ ଲଢ଼େଇ କରିବାକୁ ନାହିଁ ବଳଆଉ କାହାକୁ ସାହସ ଦେବାକୁ ବି ନାହିଁ ବଳଏକୁଟିଆ ଏତେ ବାଟ ଚାଲି ଆସିବି ବୋଲି ଜାଣିନଥିଲିଆଜି ପଛକୁ ଫେରି ଦେଖିଲା ବେଳକୁ ଦୁଃଖ ଲାଗୁଛିପୁଣି କେବେ ସେ ସମୟ ଭଲା ଫେରି ଆସନ୍ତାପୁଣି ସେମିତି ହସିଖେଳି ସମସ୍ତଙ୍କୁ ନିଜର କରିପାରନ୍ତି Get link Facebook X Pinterest Email Other Apps Comments
Comments
Post a Comment